ଆବଶ୍ୟକ ପଡିଲେ ସନ୍ତ୍ରାସବାଦୀଙ୍କୁ ଲୋପ କରିବା ଭାରତ LOC ପାର କରିବ : ଏହା ଘୋଷଣା କଲେ ଭାରତର ସେନା ମୁଖ୍ୟ ବିପିନ ରାବତ

0

ଜାତିସଂଘ ସାଧାରଣ ଅଧିବେସନରୁ ନିଜ ଦେଶକୁ ଫେରିଲା ପରେ କାଶ୍ମୀର ପ୍ରସଙ୍ଗରେ ମତାମତ ଦେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ, କାଶ୍ମୀରବାସୀଙ୍କୁ ଆନ୍ତର୍ଜାତୀୟ ସ୍ଥରରେ କୌଣସି ଦେଶ ସମର୍ଥନ ନକଲେ ମଧ୍ୟ ପାକିସ୍ତାନ ସେମାନଙ୍କ ସହିତ ଅଛି , ରହିବ ଓ ରହିଥିଲା I ଭାରତ କାଶ୍ମୀର ପ୍ରସଙ୍ଗରେ ତୁରନ୍ତ ଆଲୋଚନ ଆରମ୍ଭ ନକଲେ ପାକିସ୍ତାନ ବାଧ୍ୟ ହୋଇ ବିକଳ୍ପ ପନ୍ଥା ଅନୁସରଣ କରିବ ବୋଲି ଘୋଷଣା କରିବା ପରେ ତାର କଡା ଜବାବ ଦେଇଛନ୍ତି ଭାରତର ସେନା ମୁଖ୍ୟ ବିପିନ ରାବତ I ସେ କହିଛନ୍ତି ଯେ , ଆବଶ୍ୟକ ପଡିଲେ ସନ୍ତ୍ରାସବାଦୀଙ୍କୁ ଲୋପ କରିବା ପାଇଁ ଆମେ LOC ପାର କରିବୁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More