ଇଡେନ ଗାର୍ଡେନରେ ଭାରତ-ବାଂଲାଦେଶ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଦେଖିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

0

ଭୁବନେଶ୍ୱର : ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ଦିବାରାତ୍ର ଟେଷ୍ଟ । ଏହି ଐତିହାସିକ ମ୍ୟାଚକୁ ଦେଖିବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ବିମାନ ବନ୍ଦରରେ ଶେଖ ହସିନା ପହଞ୍ଚିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କୁ ସ୍ୱାଗତ କରିଛନ୍ତି । ଏହି ମ୍ୟାଚକୁ ଶେଖ ହସିନା ପାରମ୍ପରିକ ବେଲ୍ ବଜାଇ ଉଦଘାଟନ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More