ଭାରତ – ବାଂଲାଦେଶ ତୃତୀୟ T-20 ମ୍ୟାଚ : ସିରଜ ବିଜୟ ଲକ୍ଷରେ ପଡିଆ କୁ ଓଲ୍ହାଇବେ ଉଭୟ ଦଳ

0

ଆଜି ଭାରତ – ବାଂଲାଦେଶ ମଧ୍ୟରେ T-20 ସିରିଜର ତୃତୀୟ ମ୍ୟାଚ I ଉଭୟ ଦଳରେ ଦେଖିବାକୁ ମିଳିବ କଡା ଟକ୍କର I କାରଣ ଉଭୟ ଦଳ ୧-୧ ମ୍ୟାଚ ଜିତି ସିରଜ ବରାବର କରିଥିବାବେଳେ ତୃତୀୟ ମ୍ୟାଚ ଜିତି ଉଭୟ ଦଳ ସିରିଜ ହାତେଇବାକୁ ଜୋରଦାର ଉଦ୍ୟମ କରିବେ I ନାଗପୁରରେ ଖେଳାଯିବାକୁ ଥିବା ଏହି ମ୍ୟାଚଟି ବେଶ ରୋମାଞ୍ଚକର ହେବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More