ଆଜି ଭାରତ-ଅଷ୍ଟ୍ରେଲିଆ T-20 ମହିଳା ବିଶ୍ୱକପ ଫାଇନାଲ

0

ଭୁବନେଶ୍ୱର :ଆଜି ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଆଇସିସି T-20 ବିଶ୍ୱକପ ଫାଇନାଲ୍‌ ମ୍ୟାଚ । ଆଜିର ମ୍ୟାଚଟି ବହୁତ ସଂଘର୍ଷପୂର୍ଣ୍ଣ ରହିବ I ୪ ଥର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଆଗରେ ପ୍ରଥମ ଥର ଫାଇନାଲ୍‌ ଆସିଥିବା ଭାରତ ପାଇଁ ଆଜିର ମ୍ୟାଚଟି ବେଶ ଗୁରୁତ୍ୱପୂର୍ଣ ରହିବ ।
– ଭାରତୀୟ ଦଳ (ସମ୍ଭାବ୍ୟ): ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗ୍ବେଜ, ହରମନପ୍ରୀତ୍ କୌର୍‌ (ଅଧିନାୟିକା), ଦୀପ୍ତି ଶର୍ମା, ବେଦ କୃଷ୍ଣମୂର୍ତ୍ତି, ତାନିଆ ଭାଟିଆ (ୱିକେଟରକ୍ଷକ), ଶିଖା ପାଣ୍ଡେ, ରାଧା ଯାଦବ, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ ।
– ଅଷ୍ଟ୍ରେଲିଆ ଦଳ (ସମ୍ଭାବ୍ୟ): ବେଥ୍ ମୁନି, ଆଲିସା ହିଲି, ମେଗ୍‌ ଲାନିଙ୍ଗ୍‌ (ଅଧିନାୟିକା), ଆସଲେ ଗାର୍ଡନର୍‌, ରାଚାଲ୍‌ ହେନ୍ସ, ଜେସ୍‌ ଜୋନାସନ୍‌, ନିକୋଲା କ୍ୟାରି, ଡେଲିସା କିମିନ୍ସ, ଜର୍ଜିଆ ୱାରହାମ୍‌/ମୋଲି ‌ଷ୍ଟ୍ରାନୋ, ସୋଫି ମେଲିନେକ୍ସ, ମେଗନ୍ ସ୍କୁଟ୍‌ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More