ପାକିସ୍ତାନର ଆତଙ୍କବାଦୀ ସଂଗଠନ ନାହିଁ ,ପ୍ରମାଣ ଦିଅନ୍ତୁ ଇମ୍ରାନ : ଭାରତ

0

ନ୍ୟୁୟର୍କ : ଜାତିସଂଘ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ନାହିଁ ତାହାର ପ୍ରମାଣ ଇମ୍ରାନ ଦିଅନ୍ତୁ ବୋଲି ଭାରତ ପାକିସ୍ତାନକୁ କହିଛନ୍ତି । ଜାତିସଂଘରେ ଯେଉଁ ୧୩୦ଟି ଆତଙ୍କବାଦୀ ସଂଗଠନ ରହିଛି ଏସବୁ ପାକିସ୍ତାନରେ ଅଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ପରମାଣୁ ବୋମାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଜଣେ ରାଷ୍ଟ୍ରନେତାଙ୍କ ମୁହଁରେ ଶୋଭାଯାଏ ନାହିଁ । ଇମ୍ରାନଙ୍କ ଏପରି ମନ୍ତବ୍ୟ ଅସ୍ଥିରତା ସୃଷ୍ଟି କରିବା ପାଇଁ । ପାକିସ୍ତାନ ତାର ଇତିହାସକୁ ଭୂଲିଯାଉଛି ବୋଲି ଭାରତ ଇମ୍ରାନଙ୍କ ମନ୍ତବ୍ୟରେ ଏପରି କଡ଼ା ଜବାବ ଦେଇଛି । ୧୮୭୧ ଘଟଣାକୁ ପାକିସ୍ତାନକୁ ମନେପକାଇ ଦେଇଛି ଭାରତ । ଏହାସହ ଲାଡେନ ମଧ୍ୟ ପାକିସ୍ତାନରେ ଥିଲା ତାହା ମଧ୍ୟ ପାକିସ୍ତାନ ଜାଣିବା ଦରକାର ବୋଲି ଭାରତ ପାକିସ୍ତାନକୁ କହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More