ପାକିସ୍ତାନ ରାଜନୀତିରେ ନୂଆମୋଡ଼ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଛଡ଼ା ଅନ୍ୟସବୁ ଦାବି ମାନିବାକୁ ଇମ୍ରାନ ଖାଁ ରାଜି

0

ଗତ ୫ଦିନ ଧରି ଜମାତ,ଉଲେମା, ଇ-ଇସଲାମ ଫଜଲ ଦ୍ୱାରା ଇସଲାମବାଦରେ ଚାଲିଥିବା ଇମ୍ରାନ ଖାଁ ହଟାଅ ଅଭିଯାନରେ ପାକିସ୍ତାନର ସମସ୍ତ ବିରୋଧି ଦଳ ଦିନକୁ ଦିନ ସାମିଲ ହେବାରେ ଲାଗିଥିବାରୁ ବାଧ୍ୟ ହୋଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନରମିଛନ୍ତି । ସେ କହିଛନ୍ତି ଗଣତାନ୍ତ୍ରିକ ହିସାବରେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ଭାବେ ମୁଁ ଇସ୍ତଫା ଦେବି ନାହିଁ । ଇସ୍ତଫା ଦାବି ଛାଡ଼ି ବିରୋଧୀ ଦଳ ସହ ଆଲୋଚନା କରି ସମସ୍ତ ନୀତିକୁ ଗ୍ରହଣ କରିବାକୁ ମୁଁ ରାଜି ବୋଲି ଇମ୍ରାନ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More