ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ ଶୀର୍ଷ ସ୍ଥାନ ବଜାୟ ରଖିଲା ଟିମ ଇଣ୍ଡିଆ ଖବରଖେଳଟପ୍-୫ By Odisha Update On Mar 3, 2020 0 Share ଭୁବନେଶ୍ୱର : ICC ଜାରି କଲା ନୂଆ ଟେଷ୍ଟ ର୍ୟାଙ୍କିଙ୍ଗ I ୧୧୬ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି ଟିମ ଇଣ୍ଡିଆ । ସେହିପରି ନ୍ୟୁଜିଲ୍ୟାଣ୍ଡ110 ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । Slider 0 Share FacebookTwitterGoogle+ReddItWhatsAppPinterestEmail