ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ ଶୀର୍ଷ ସ୍ଥାନ ବଜାୟ ରଖିଲା ଟିମ ଇଣ୍ଡିଆ

0

ଭୁବନେଶ୍ୱର : ICC ଜାରି କଲା ନୂଆ ଟେଷ୍ଟ ର‌୍ୟାଙ୍କିଙ୍ଗ I ୧୧୬ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି ଟିମ ଇଣ୍ଡିଆ । ସେହିପରି ନ୍ୟୁଜିଲ୍ୟାଣ୍ଡ110 ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More