ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ 174 ତମ ଗୁରୁ ଦିବସ ପାଳିତ

0

ଭୁବନେଶ୍ବର- ଚନ୍ଦ୍ରଶେଖର ପୁର ଠାରେ ଅବସ୍ଥାପିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ 174 ତମ ଗୁରୁଦିବସ କୋଭିଡ ନିୟମ ମାନି ପାଳିତ ହୋଇଥିଲା । ବିଦ୍ୟାଳୟର 7ଜଣ ଛାତ୍ରି ଗୁରୁଜୀ ଓ ଗୁରୁମାନଙ୍କୁ ଧୂପ ଚନ୍ଦନ ପୁଷ୍ପ ଧୂପ ଦୀପ ଦେଇ ପୂଜନ କରିବା ସହିତ ଗୋରୁବନ୍ଦନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଶ୍ରୀ ଗଗାଂଧର ମହାରଣା ସର୍ବପଲ୍ଲି ରାଧାକ୍ରିଷ୍ଣନଙ୍କ ଫଟୋରେ ଫୁଲ ମାଳ ଦେବା ସହ ପ୍ରଦିପ ପ୍ରଜ୍ବଳନ କରି ଗୋରୁବନ୍ଦନା କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More