ଆଜି ହେଉଛି ଗୁରୁ ନାନକ ଙ୍କର ପବିତ୍ର ଜନ୍ମ ଦିବସ : ୫୫୦ ବର୍ଷ ତଳେ ଆଜିର ଦିନରେ ଗୁରୁ ନାନକ ଜନ୍ମ ଗ୍ରହଣ କରିଥିଲେ I

0

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ I ଏହି ଦିନକୁ କରତାରାପୁର କରିଡର , ଚଣ୍ଡିଗଡ଼ର ସ୍ଵର୍ଣ ମନ୍ଦିର ସମେତ ପୃଥିବୀର ସମସ୍ତ ଗୁରୁଦ୍ୱାରରେ ବହୁ ଅନାଦ ଉଲ୍ଲାଶରେ ପାଳିତ ହେଉଛି I ୫୫୦ ତମ ଗୁରୁ ନାନକ ଙ୍କ ଜନ୍ମ ତିଥି ଅବସରରେ ଓଡିଶା ଅପଡେଟ ପରିବାର ତରଫରୁ ବିନମ୍ର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାମପାନ କରାଯାଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More