GATE _ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୬

0

ନୂଆଦିଲ୍ଲୀ : ୨୪ଟି ବିଷୟରେ GATE 2019 ପରୀକ୍ଷା ହେବ। ଦେଶ ବାହାରେ ୬ଟି ସହରରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୧୬। ସେହିପରି ଆଡ୍ମିଟ୍କାର୍ଡ ୨୦୧୯ ମସିହା ଜାନୁଆରୀ ୪ରେ ଉପଲ୍ଲବ୍ଧ ହେବ। ୨୦୧୯ ମସିହା ଫେବୁଆରୀ , , ୧୦ ତାରିଖରେ GATE 2019 ପରୀକ୍ଷା ଅନୁଷ୍ଠିତ ହେବ।  ମାର୍ଚ୍ଚ ୧୬ରେ ରେଜଲ୍ଟ୍ପ୍ରକାଶ ପାଇବ ଗେଟ୍‌ (Graduate Aptitude Test in Engineering) ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ୍ୱେବ୍ସାଇଟ୍ ଯାଇ ଆପ୍ଲିକେସନ୍ଫର୍ମ ପୂରଣ କରିପାରିବେ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More