ଚଳନ୍ତା କାରରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାର ପର୍ଦାଫାଶ : ଅଭିଯୋଗରେ ଅଟକ ଥିବା ଯୁବକକୁ ଛାଡିଲା ପୋଲିସ

0

ଭୁବନେଶ୍ୱର : ଖୋର୍ଦ୍ଧା ଚଳନ୍ତା କାରରେ ଗଣ ଦୁଷ୍କର୍ମ ପରଦାଫାର୍ସ କରିଛି ଖଣ୍ଡଗିରି ପୋଲିସ I ଖଣ୍ଡଗିରି ଥାନା ପୋଲିସ ଘଟଣାର ଛାନବୀନ କରୁଥିଲା I ଯୁବତୀଙ୍କ ବୟାନ ମିଛ ଜଣାପଡିବା ପରେ ପୋଲିସର ପଦକ୍ଷପ I ଅଭିଯୋଗରେ ଅଟକ ଥିବା ଯୁବକକୁ ମୁକ୍ତ କରିଛି ପୋଲିସ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More