ଆଜି ପବିତ୍ର ଗଣେଶ ଚତୁର୍ଥୀ |

ବକ୍ର ତୁଣ୍ଡ ମହାକୟ ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟଶୁ ସର୍ବଦା

0

ସମାଜରେ ଜ୍ଞାନର ପ୍ରସାର, ବୃଦ୍ଧି ଦିଗରେ ଏହି ଉତ୍ସବର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ |
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଲୋକଶକ୍ତି ଟିଭି, ଲୋକଶକ୍ତି ସମ୍ବାଦପତ୍ର ଓ ଓଡିଶା ଅପଡେଟ ନ୍ୟୁଜ ତରଫରୁ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ଅଭିନନ୍ଦନ |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More