ଇଡେନଗାର୍ଡେନ ରେ ଭାରତ ଖେଳିବ ପ୍ରଥମ ଡ଼େ – ନାଇଟ ଟେଷ୍ଟ ମ୍ୟାଚ

0

ଭାରତୀୟ କ୍ରିକେଟ ଟିମ ଇଡେନଗାର୍ଡେନରେ ତାର ପ୍ରଥମ ଡ଼େ – ନାଇଟ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି I ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରଜ କୁ ଡ଼େ – ନାଇଟ ଖେଳିବ ପାଇଁ BCCI ବାଙ୍ଗଲାଦେଶ କ୍ରିକେଟ ବୋର୍ଡକୁ ପ୍ରସ୍ତାଵ ଦେଇଛି I BCCI ଏକ ମେଲ ଜରିଆରେ ବାଙ୍ଗଲାଦେଶ କ୍ରିକେଟ ବୋର୍ଡକୁ ଲେଖିଛନ୍ତି ଯେ ,ଏହି ଟେଷ୍ଟ ମ୍ୟାଚକୁ ଡ଼େ – ନାଇଟ ମ୍ୟାଚ ଭାବେ ଖେଳିବା ପାଇଁ I
ଭାରତ ବାଙ୍ଗଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ I ପ୍ରଥମ ଟେଷ୍ଟ ଖେଳାଯିବ ନଭେମ୍ବର ୧୪ ତାରିଖରେ ଏବଂ ଦ୍ୱିତୀୟ ମ୍ୟାଚ ଖେଳାଯିବ ନଭେମ୍ବର ୨୨ନଭେମ୍ବରରେ ଇଡେନଗାର୍ଡେନ ଠାରେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More