୧୮ରେ ଆଗତ ହେବ ବଜେଟ : ଫୋକସରେ ମୋ ସରକାର ଓ କୃଷି

0

ଭୁବନେଶ୍ୱର ଫେବୃଆରୀ ୧୮ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ । ।୨୦୨୦-୨୧ ବଜେଟ ଅଟକଳ ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛନ୍ତି ଅର୍ଥମନ୍ତ୍ରୀ, ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ପାଇଁ କେତେ ଅର୍ଥ ବରାଦ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସ୍ୱାସ୍ଥ୍ୟ ଭିତିଭୂମି ସଜାଡ଼ିବାକୁ ଅର୍ଥମନ୍ତ୍ରୀ କେତେ ଅର୍ଥ ଦେଉଛନ୍ତି, ତାହା ୧୮ ତାରିଖ ପରେ ହିଁ ସ୍ପଷ୍ଟ ହୋଇପାରିବ । ରାଜ୍ୟ ବଜେଟକୁ ଲୋକାଭିମୁଖୀ ବଜେଟ କରିବା ପାଇଁ ରାଜ୍ୟ ସରକାର ବ୍‌ୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ବଜେଟରେ ମୋ ସରକାର , ୫ଟି ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More