ବିଶ୍ୱାସ ନହେଲେ ମଧ୍ୟ ସତ୍ୟ : ଝିଅକୁ ମଧ୍ୟ ବାପା ବିବାହ କରିପାରିବ ..

0

୨୦୨୦ ମସିହା ଶେଷ ହୋଇ ୨୦୨୧ବର୍ଷ ଆରମ୍ଭ ହେବାକୁ ଯାଉଛି ପୃଥିବୀର ଜନ ସାଧାରଣ ବିଭିନ୍ନ ନୂଆନୂଆ ଜିନିଷର ଉଦଘାଟନ କରି ସୁସ୍ଥ ଓ ସବୃଦ୍ଧ ହେବାକୁ ଚେଷ୍ଟା କରୁଥିବା ବେଳେ ଇରାନ ଭଳିଆ ଏକ ମୁସଲମାନ ବୋହୁଳ ଦେଶରେ ୨୦୧୩ ମସିହାରେ ଏକ ଆଇନ ପାରିତ ହୋଇଛି । ଯେଉଁଥିରେ ଜଣେ ବାପା ତାହାର ପୌଷ୍ୟ ଝିଅକୁ ବିବାହ କରିବାର ବ୍ୟବସ୍ଥା ରହିଛି । କେବଳ ସେତିକି ନୁହେଁ, ଝିଅର ବୟସ ୧୩ ବର୍ଷରୁ ଅଧିକା ହୋଇଥିବା ଏହି ପ୍ର୍ରକ୍ରୀୟାରେ ଅଛି । ଏହି ଦେଶରେ କୌଣସି ଏକ ମହିଳା ପର ପୁରୁଷ ସହିତ ହାତ ମିଳାଇ ପାରିବାର ବ୍ୟବସ୍ଥା ନାହିଁ । ଯଦି କୌଣସି ମହିଳା ଏପରି କରେ ତାହାଲେ ଜେଲ ଭୋଗିବାର ବ୍ୟବସ୍ଥା ମଧ୍ୟ ଅଛି । ନିକଟରେ ଇରାନର ମହିଳା ଭଲିବଲ ଟ୍ରଫି ଜିତିଥିଲେ ମଧ୍ୟ ଏହି କଠୋର ନିୟମ କାରଣରୁ ମହିଳା ଖେଳାଳିମାନେ ତାଙ୍କର ପୁୁରୁଷ ପୁଅଙ୍କ ସହ ହାତ ମିଳାଇପାରିନଥିଲେ । ଏଠାରେ ମହିଳାକୁ ଚିପା ପୋଷାକ ପିନ୍ଧିବାର ଅନୁମତି ନାହିଁ । ମହିଳାମାନେ ନିଜ ସ୍ମାମୀଙ୍କୁ ଅନ୍ୟ ମହିଳା ସହ ସର୍ମ୍ପକ ରଖିବାକୁ ବାରଣ କରିପାରିବେ ନାହିଁ । କେବଳ ସେକିତି ନୁହେଁ , ଏ ଦେଶରେ କେବଳ ପୁରୁଷମାନେ ମହିଳାମାନଙ୍କୁ ଛାଡ଼ପତ୍ର ଦେବାର ବ୍ୟବସ୍ଥା ରହିଛି । ମହିଳାମାନେ ରାସ୍ତାରେ ଛିଡ଼ାହୋଇ ରାସ୍ତାରେ ଗୀତ ଗାଇଲେ ଏହାକୁ ଅପରାଧି ବୋଲି କୁହାଯାଏ । ଧନ୍ୟ ଏ ରାଜା, ଧନ୍ୟ ଏ ଦେଶ …

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More