ମେ’ ୩ରେ ମାଟ୍ରିକ ପରୀକ୍ଷା : ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ହେବ ପରୀକ୍ଷା

0

ଭୁବନେଶ୍ୱର : ମେ’ ୩ରେ ମାଟ୍ରିକ ପରୀକ୍ଷା I କରୋନା ମହାମାରୀ ପାଇଁ ବିଦ୍ୟାଳୟ ଦୀର୍ଘ ୧୦ ମାସ ହେବ ବନ୍ଦ ରହିଥିଲା । ଚଳିତ ବର୍ଷ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ହେବ I ୮୦ ମାର୍କରୁ ପରୀକ୍ଷାର୍ଥୀ ପାଇଥିବା ନମ୍ବର ଅବଶିଷ୍ଟ ୨୦ ରୁ ହିସାବ କରାଯିବ । ଏହାସହ ହଷ୍ଟେଲ ଖୋଲିବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More