ବିଦ୍ୟୁତ ଆଘାତରେ ୧୧୯ ଚାଷୀ ମୃତ୍ୟୁ

0

ଭୁବନେଶ୍ୱର : ଗଜରାଜଙ୍କର ଅକାଳରେ ମୃତ୍ୟୁ ଘଟୁଛି । ତାହା ପୁଣି ବିଭଗୀୟ ଉଦାସିନତା ଯୋଗୁଁ । ବିଜୁଳି ବିଭାଗ ଯୋଗୁଁ ୧୧୯ ହାତୀଙ୍କ ମୃତ୍ୟୁଘଟିଛି । ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଷ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଆଘାତରେ ଯେଉଁ ୧୧୯ଟି ହାତୀ ମରିଛନ୍ତି , ସେଥିମଧ୍ୟରୁ କେବଳ କେନ୍ଦୁଝର ଜିଲ୍ଳାରେ ୧୧ଟି ହାତୀ ଏହି କାରଣରୁ ମରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More