ବନ୍ଦ ହେଲା ଦିଲ୍ଲୀ-ଲାହୋର ବସ ସେବା

0

କାଶ୍ମିରୀରୁ ଧାରା ୩୭୦ ଓ ୩୫-ଏ ଉଛେଦ ହେବାପରେ ତିକ୍ତତା ବଢ଼ିବାରେ ଲାଗିଛି ଦୁଇ ପଡୋଶୀ ତଥା ପାରମ୍ପରିକ ଶତ୍ରୁ ଭାରତ ଓ ପାକିସ୍ତାନ ମଧ୍ୟରେ । ପାକିସ୍ତାନ ତାର ପନିପରିବା ଆମଦନୀକୁ ବାରଣ କରିବାପରେ ଭାରତ ବି ପଛାଇନାହିଁ । ଆଜି ଭାରତ ପକ୍ଷରୁ ଦିଲ୍ଲୀ ପରିବହନ ନିଗମ, ଦିଲ୍ଲୀରୁ ପାକିସ୍ତାନର ଲାହୋରକୁ ଚଳାଚଳ କରୁଥିବା ବସ ସେବାକୁ ବନ୍ଦ କରିଦେଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More