ମୁଖ୍ୟମନ୍ତ୍ରୀଙ୍କ 5 -T କୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

0

ଭୁବନେଶ୍ୱର : ଗତକାଲି ଅପରାହ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅଚାଙ୍କ ପାୱାର ହାଉସ ଛକ ଠାରେ ଥିବା ସେସୁ ଇଲେକ୍ଟ୍ରିକାଲ ସର୍କଲ ଅଫିସ ଅଚାନକ ପରିଦର୍ଶନ କରି ବିଭିର୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି I ଏହାସହ ସେ କହିଛନ୍ତି ଯେ , ନୂତନ ଜ୍ଞାନ କୌଶଳ ବ୍ୟବହାର କରି ରାଜସ୍ବ ବୃଦ୍ଧି ନକଲେ ବିଦ୍ୟୁତ ବିଭାଗ ତିଷ୍ଠିବା ସମ୍ଭ ନୁହେଁ I ବିଦ୍ୟୁତ ଚୋରିକୁ ରୋକିବା କ୍ଷେତ୍ରରେ ଦୃଢ ପଦକ୍ଷପ ଗ୍ରହଣ କରାଯିବା ବିଷୟ ସେ ମଧ୍ୟ ପ୍ରକଶ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More