ଧୋନି ଉଡାଇବେ ତୀରଙ୍ଗା

0

ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନୀ ସ୍ଥଳସେନାରେ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ଭାବେ କାମ କରିବା ପାଇଁ କ୍ରିକେଟରୁ ୨ ମାସ ଛୁଟିରେ ଆସିଛନ୍ତି । ଗତ କିଛି ଦିନ ହେବ ସେ ଭାରତୀୟ ସେନା ଟ୍ରେନିଂରେ ଅଛନ୍ତି I ତେବେ ବର୍ତ୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଯବାନ ୟୁନିଫର୍ମ ପିନ୍ଧି ଲଦାଖରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ I ଖବର ଅନୁସାରେ , ଧୋନୀ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଲଦାଖ୍ ଯାଇ ସେଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More