ଶିଳ୍ପ ପାଇଁ ଶିକ୍ଷା ମାପକାଠି ନୁହେଁ : ୨୧କୋଟି ଟଙ୍କା ଆୟ କରୁଥିବା ୯୪ ବର୍ଷିୟ ଧର୍ମପାଲଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ

0

ଶିଳ୍ପପାଇଁ ଶିକ୍ଷା ମାପକାଠି ନୁହେଁ । ଏକଥା ପୁଣିଥରେ ପ୍ରମାଣିତ ହୋଇଛି । ଏମଡ଼ିଏଚ ମସଲାର ସିଇଓ ହେଉଛନତି ୯୪ବର୍ଷିୟ ଧରମପାଳ ଗୁଲଶଟି । ଗତବର୍ଷ ଆର୍ଥକ ବର୍ଷରେ ତାଙ୍କର ଆୟ ୨୧କୋଟି ଥିଲା । ତେବେ ବହୁତ କମ ଲୋକ ଜାଣିଥିବେ ଯେ ସେ ମାତ୍ର ପଞ୍ଚମ ଶ୍ରେଣୀ ପାଠ ପଢିଛନ୍ତି । ଏମଡ଼ିଏଚ ଗତବର୍ଷ ୨୧୩କୋଟି ଟଙ୍କାର କାରବାର କରିଥିଲା । କମ୍ପାନୀରେ ଧରମପାଳଙ୍କ ୮୦ ପ୍ରତିଶତ ଅଂଶଧନ ରହିଛି । ୬୦ବର୍ଷ ତଳେ ଧରମପାଳ ଏମଡ଼ିଏଚ କମ୍ପାନୀ ଆରମ୍ଭ କରିଥିଲେ । ଗ୍ରାହକଙକୁ କମ ମୂଲ୍ୟରେ ଉଚ୍ଚ ଗୁଣବତ୍ତାର ସାମଗ୍ରୀ ଯୋଗାଇ ଦେବା କମ୍ପାନୀ ଆରମ୍ଭ କରିବା ପଛରେ ତାଙ୍କର ଲକ୍ଷ ରହିଥିଲା । ସେ ତାଙ୍କର ଦରମାର ୯୦ ପ୍ରତିଶତ ସମାଜସେବାରେ ଲଗାଉଛନ୍ତି । ଜଣେ ପରିଶ୍ରମୀ ଉଦ୍ୟୋଗୀ ଭାବେ ତାଭ୍‌କର ନାମ ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More