ଭାରତରେ ଖୁସିର ମାହୋଲ : ମୋଦି ସରକାରଙ୍କୁ ଶୁଭେଚ୍ଛା

0

ଜାମ୍ମୁ କାଶ୍ମିରୀରୁ ଧାରା ୩୭୦ ଉଚ୍ଛେଦ କରାଯିବାକୁ ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ସାରା ଭାରତବର୍ଷରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଐତିହାସିକ କହିବା ସହ ସାରା ଦେଶବାସୀ ଏହାକୁ ସ୍ୱାଗତ କରିଛନ୍ତି । ଭାରତ ବର୍ତମାନ ବିକାଶ ପଥରେ ଆଗେଇ ଚାଲିଛି ବୋଲି ଦେଶବାସୀ ଉତ୍ସବ ମନାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭୁୟସୀ ପ୍ରଶଂସା କରୁଛନ୍ତି । ‘ମୋଦି ହେ ତୋ ସବକୁଛ ସମ୍ଭବ ହେ’ ନାରା ବର୍ତମାନ ଭାରତର କୋଣ ଅନୁକୋଣରେ ବାଜୁଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More