ସୌମ୍ୟଙ୍କୁ ଧର୍ମେନ୍ଦ୍ରଙ୍କ ନୀତିବାଣୀ : ରାଜନୈତିକ(ବିଧାୟକ,ସାଂସଦ)ମୋହଛାଡ କେବଳ ସମ୍ପାଦକ ହୋଇଥିଲେ ଓଡ଼ିଶା ଆହୁରୀ ଆଗକୁ ଯାଇଥାନ୍ତି ..

0

ଭୁବନେଶ୍ୱର : ଆଜି କନକ ଟିଭିକୁ ୧୦ବର୍ଷ ପୁରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ସମ୍ବାଦ ଗ୍ରଫୁର ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ସୌମ୍ୟରଂଜନ ପଟ୍ଟନାୟକ ଯଦି ରାଜନୈତିକ (ବିଧାୟକ,ସାଂସଦ) ମୋହଛାଡ କେବଳ ସମ୍ପାଦକ ହୋଇଥାନ୍ତେ ତେବେ ଓଡ଼ିଶା ଆହୁରୀ ଆଗକୁ ଯାଇଥାନ୍ତା । କେନ୍ଦ୍ରମନ୍ତ୍ରୀ ଏହି ଅଭିଭାଷଣ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗଛି । ଏହାସହ କେନ୍ଦ୍ରମନ୍ତ୍ରୀ ସମ୍ବାଦ ପରିବାରକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More