ଦେଶରେ ଦ୍ରୁତ ଗତିରେ ମାଡି ଆସୁଥିବା ଓମିକ୍ରନ ର ମୁକାବିଲା ପାଇଁ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୈଠକ କରିବେ

lokashakti buerau

0

ଦେଶରେ ଓମିକ୍ରନ ଦ୍ରୁତଗତିରେ ମାଡି ଯାଉଥିବା ବେଳେ ଦେଶରେ ପ୍ରତ୍ୟେକ ରାଜ୍ୟରେ ଏହାର ସଠିକ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଦିନ ୪ଟା ବେଳେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆଲୋଚନା କରିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି | ଏହି ଆଲୋଚନାରେ କରୋନା ସଂକ୍ରମଣ ଟୀକା ମଧ୍ୟ ଆଲୋଚନା ହେବ | ଏହା ସହିତ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର, ଆଇ.ସି.ୟୁ ଶଯ୍ୟା ଓ ଭାକସିନ ଉପରେ ମଧ୍ୟ ସମୀକ୍ଷା କରିବେ | ଆଜିର ଆଲୋଚନାରେ ଲକଡାଉନ ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା ହେବ|

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More