ବାଲଟିରେ ବୋହିନେଲେ ଡିଜେଲ

0

ଗୁରୁବାର ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ବଲାଙ୍ଗୀରର ଛତାମଖନଠାରେ ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଟ୍ୟାଙ୍କରଟି ଡିଜେଲରେ ଲୋଡ ଥିବା ଯୋଗୁଁ ରାସ୍ତାରେ ଶହଶହ ଲିଟର ଡିଜେଲ ବୋହିଥିଲା । ବାସ୍ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ସ୍ଥାନୀୟ ବାସିନ୍ଦା । ଗୋଟିଏ ପଟେ ତେଲ ଟ୍ୟାଙ୍କରର ଡ୍ରାଇଭର ଏବଂ ହେଲପର ଛଟପଟ ହେଉଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଲୋକେ କିନ୍ତୁ ବାଲଟି ଓ ବଡ଼ ବଡ଼ ଜାରରେ ତେଲ ବୋହିନେଇ ଚାଲିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More