ଡ଼ର୍ବାନରେ ଇତିହାସ ରଚିଲା ଭାରତ : ୬ ଉଇକେଟରେ ବିଜୟ

0

ଡ଼ର୍ବାନରେ ଇତିହାସା ରଚିଲା ଭାରତ । ପ୍ରଥମେ ବ୍ୟାଂଟି କରି ଦକ୍ଷିଣ ଆଫିକ୍ରା ୨୭୦ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୪୫ଓଭର ୩ ବଲରେ ୨୭୦ ରନ ଟାର୍ଗେଟକୁ ପୂରଣ କରିନେଇଥିଲା । ଶିଖର ଧାବନଙ୍କ ୩୫ରନ , ଅଜିଙ୍କ୍ୟେ ଧୁଆଁଧାର ୭୯ ରନ ସହ ଅଧିନାୟକ ବିରାଟ କୋହଲିଙ୍କ ଶତକ ଏହି ବିଜୟକୁ ସହ କରିଦେଲା । ୨୫ ବର୍ଷରେ ପ୍ରଥମ ଥର ପାଇଁ ଡ଼ର୍ବାନର କିଙ୍ଗସମେଡ଼ ଷ୍ଟାଡ଼ିମୟର ଦକ୍ଷିଣ ଆଫ୍ରିକ ବିପକ୍ଷରେ ଦିନିକିଆ ବିଜୟ ହସାଲ କରିଛି ଟିମ ଇଣ୍ଡିଆ । ଡର୍ବାନ ଦିନିକିଆରେ ନିଜ କ୍ୟାରିଅରର ୩୩ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ମୋଟ ୧୧୯ ବଲ୍ ଖେଲି ୧୦ ଚୌକା ସହାୟତାରେ ସେ ୧୧୨ ରନ କରି ଟିମ ଇଣ୍ଡିଆକୁ ବିଜୟର ଦ୍ୱାରଦେଶରେ ପହଂଚାଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More