ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମଣ

0

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ଉପରମୁହାଁ। ୨୪ ଘଣ୍ଟାରେ ଆଉ ୫୭୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬୯, ସଙ୍ଗରୋଧରୁ ୩୩୬,ସ୍ଥାନୀୟ ୨୩୬।
୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୯। ଅନୁଗୁଳରୁ ୧୪,ବାଲେଶ୍ୱର ୧୨, ବରଗଡ ୧, ଭଦ୍ରକ ୩, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୬୮, ଦେଓଗଡ ୨, ଗଜପତି ୫, ଜଗତସିଂହପୁର ୮, ଯାଜପୁର ୧୫, ଝାରସୁଗୁଡା ୬, କଳାହାଣ୍ଡି ୫, କେନ୍ଦ୍ରାପଡା ୧,କେନ୍ଦୁଝର ୩, କୋରାପୁଟ ୪, ମୟୁରଭଞ୍ଜ ୧୬, ନୟାଗଡ ୫, ନୂଆପଡା ୮, ପୁରୀ ୧୨, ରାୟଗଡା ୨,ସମ୍ବଲପୁର ୪୧, ସୋନପୁର ୩, ସୁନ୍ଦରଗଡ ୬୩,ଷ୍ଟେଟପୁଲରୁ ୫୩ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୦୭୬କୁ ବୃଦ୍ଧି ପାଇଛି। ୧୨,୮୧,୫୩୭ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୩୬୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More