କରୋନା ଅପଡେଟ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା – ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧

0

ଭୁବନେଶ୍ୱର : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା I ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧କୁ ବୃଦ୍ଧି ପାଇଛି I ସେମାନଙ୍କ ମଧ୍ୟରୁ ୧୧୪୦ ଚିକିତ୍ସାଧୀନ ଥିବାବେଳେ ୧୦୦ ଜଣ ସୁସ୍ଥ ହୋଇଛନ୍ତି । ଏହାବ୍ୟତୀତ ସୋମବାର ମଧ୍ୟାହ୍ନ ସୁଦ୍ଧା ଦେଶବ୍ୟାପୀ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀରେ ୧୯୯ଟି ଦେଶରେ ୭ଲକ୍ଷ ୨୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩ହଜାର ୯୬୫ ଲୋକଙ୍କର ମୃତ୍ୟୁ ହୋଇଛି ଓ ୧ଲକ୍ଷ ୫୧ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More