ଭୁବନେଶ୍ୱର : ପିଆଜ ଦର ଆକାଶ ଛୁଆଁ ଥିବାବେଳେ ଆଜି ପିଆଜର ଅହେତୁକ ଦର ବୃଦ୍ଧିକୁ ବିରୋଧକରି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ କେଜି ପ୍ରତି ୪୦ ଟଙ୍କାରେ ପିଆଜ ବିକୁଛ କଂଗ୍ରେସ I ପିଆଜ କିଣିବାକୁ ଲୋକଙ୍କ ମଧ୍ୟରେ ବହୁତ ଭିଡ ଦେଖିବାକୁ ମିଳିଛି I