କଂଗ୍ରେସ ବିକୁଛି ପିଆଜ : କେଜି ପ୍ରତି ୪୦ ଟଙ୍କାରେ ବିକୁଛି

0

ଭୁବନେଶ୍ୱର : ପିଆଜ ଦର ଆକାଶ ଛୁଆଁ ଥିବାବେଳେ ଆଜି ପିଆଜର ଅହେତୁକ ଦର ବୃଦ୍ଧିକୁ ବିରୋଧକରି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ କେଜି ପ୍ରତି ୪୦ ଟଙ୍କାରେ ପିଆଜ ବିକୁଛ କଂଗ୍ରେସ I ପିଆଜ କିଣିବାକୁ ଲୋକଙ୍କ ମଧ୍ୟରେ ବହୁତ ଭିଡ ଦେଖିବାକୁ ମିଳିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More