ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା : ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା ବିଜେପି

0

ଭୁବନେଶ୍ୱର : ପୁରୀ ରିଜର୍ଭ ପୋଲିସ କ୍ୱାଟରସରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା I ସ୍ମିତାରାଣୀ ହତ୍ୟା କାଣ୍ଡ ଠୁ ପୁରୀ ଗଣଦୁଷ୍କର୍ମ ଯାଏଁ ସରକାରଙ୍କ ମୁଖ ପଦାରେ ପଡିଛି I ମାଆକୁ ସମ୍ମାନର କଥା କହୁଥିବା ସରକାରରେ ମହିଳାମାନେ ଅସୁରକ୍ଷିତ I କାରଣ ଖୋଦ ରକ୍ଷକ ଏଠି ଭକ୍ଷକ ସାଜିଛି I ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିରୋଧୀ ଦଳ I ଏହାସହ ପୋଲିସ ବିଭାଗର ମୁଖିଆ ହିସାବରେ ସ୍ପଷ୍ଟିକରଣ ଦିନାତୁ ବୋଲି ଦାବି ମଧ୍ୟ କରିଛନ୍ତି ବିରୋଧୀ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More