ସରିଲା କାର୍ତ୍ତିକ : କାଲି ଛାଡ଼ଖାଇ

0

ଭୁବନେଶ୍ୱର : ଧର୍ମର ମାସ କାର୍ତ୍ତିକ I ଆଜି ସରୁଛି କାର୍ତ୍ତିକ ମାସ I କାଲି ହେବ ଛାଡ଼ଖାଇ I ଛାଡଖାଇ ପାଇଁ ସବୁ ମହଲରେ ପ୍ରସ୍ତୁତି ଜୋରଦାର I ମାସ ସାରା ନିରାମିଷ ଖାଇଥିବା ଲୋକମନେ ଆମିଷ ଖାଇ ଛାଡଖାଇ ପାଳନ କରିବେ I ଏଥିପାଇଁ ଚିକେନ , ମଟନ ଓ ମାଛ ଦୋକାନୀମାନେ ଭଲ ଦିପଇସା ବେପାର କରିବା ପାଇଁ ପ୍ରସ୍ତୁତି କରିଛନ୍ତି I ଯେହେତୁ ଛାଡଖାଇ ବୁଧବାର ପଡୁଛି ଭଲ ବେପାର କରିବା ପାଇଁ ଆଶା ରଖିଛନ୍ତି ବ୍ୟବସାୟୀମାନେ I ମଟନ କେଜି ୫୫୦-୬୦୦, ଚିକେନ କେଜି ୧୮୦ ଓ ଦେଶୀ ମାଛ କେଜି ୨୫୦-୩୦୦ ଟଙ୍କା ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More