କରୋନା ମୃତ୍ୟୁ ସଂଖ୍ୟା : ଚୀନ କୁ ଟପିଲା ଇଟାଲୀ

0

ଭୁବନେଶ୍ୱର : ଇଟାଲୀରେ ମୃତ୍ୟୁ ସଂଖ୍ୟା ୪ହଜାର ୩୨ ପହଞ୍ଚିଥିବାବେଳେ ଗୋଟିଏ ଦିନରେ ୬୨୭ ମୁଣ୍ଡ ନେଇଛି କରୋନା I ଯାହା ବର୍ତ୍ତମାନ ରେକଡ଼ ସୃଷ୍ଟି କରିଛି I ବଡ କଥା ହେଲା, ଚୀନରେ ବର୍ତ୍ତମାନ କରୋନାର ପ୍ରକୋପ ହ୍ରାସ ପାଉଥିବା ବେଳେ ଇଟାଲିରେ କିନ୍ତୁ କାୟା ମେଲାଇ ବ୍ୟାପିଚାଲିଛି କରୋନା ଭାଇରସ । ଅର୍ଥାତ୍ ଚୀନରେ କରୋନା ଯୋଗୁଁ ମୋଟ୍ ୩୫୪୫ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇଟାଲୀରେ ୪୦୩୨ ଲୋକଙ୍କର ମୃତ୍ୟୁ ହୋଇଛି I କରୋନା ମୃତ୍ୟୁ କ୍ଷେତ୍ରରେ ଇଟାଲି ଏବେ ଚୀନକୁ ବି ଟପି ଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More