ଧର୍ମେନ୍ଦ୍ରଙ୍କ ‘ଚା ପେ ଚର୍ଚା’…

0

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଚା ପେ ଚର୍ଚା’ ଆରମ୍ଭ କରିଛନ୍ତି I ବାରିପଦାର କୃଷ୍ଣଚନ୍ଦ୍ର ଗୋଲେଇ ଛକରେ ରାଜୁ ଭାଇ ଚା’ ଦୋକାନରେ ଏହି ‘ଚା ପେ ଚର୍ଚା’ ଆରମ୍ଭ କରିଛନ୍ତି I ଚା’ ପିଇବା ସହ ବିଜେପି କର୍ମକର୍ତା ଓ ଜନସାଧାରଣ ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିର୍ନ ବିକାଶ ମୂଳକ କାର୍ଯ୍ୟ , ରାଜନୈତିକ ଲକ୍ଷ ଉପରେ ଆଲୋଚନା କରିଛନ୍ତି I ରାଜନୀତିରେ ଚା’ ରେ ଚର୍ଚା କରିବା ନେତାଙ୍କ ପାଇଁ କିଛି ନୂଆ ନୁହେଁ I ଏହା ପୂର୍ବରୁ ବୈଜୟନ୍ତ ପଣ୍ଡା ହେଇଯାଉ ନାମକ କାର୍ଯ୍ୟକ୍ରମରେ ଚା’ ପିଇ ବିଭିର୍ନ ସ୍ଥାନରେ ଚର୍ଚା କରିଛନ୍ତି I ତେବେ ଧର୍ମେନ୍ଦ୍ରଙ୍କ ଚର୍ଚା ଆଗକୁ କେଉଁ ଆଡକୁ ଯାଉଛି ତାହାଉପରେ ସମସ୍ତଙ୍କ ନଜର I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More