CESU ତା ଜିଦରେ ଅଟଳ : ୧୬ ରୁ ହେବ ବିଦ୍ୟୁତ କାଟ ; ମନୋଜ ସିଂ SGM, COMMERCE

0

ଭୁବନେଶ୍ୱର : ଆସନ୍ତା 16 ତାରିଖରୁ ବିଦ୍ୟୁତ କାଟ ହେବ । ପ୍ରଥମେ commercial ଉପଭୋକ୍ତା ଓ ଯେଉଁ domestic ଉପଭୋକ୍ତାଙ୍କ କ୍ଷମତା ଅଛି bill ଦେବାକୁ, ହେଲେ bill ଦେଉନାହାନ୍ତି, ସେମାନଙ୍କ ବିଦ୍ୟୁତ କାଟ ହେବ । 413ଟି squad ଏହି କାମ CESUର 9 ଜିଲ୍ଲାରେ କରିବେ । ଦୁଇ ଦିନ ଭିତରେ bill ଦେଇ ଦିଅନ୍ତୁ । ସାରା ଗାଁରେ ବିଦ୍ୟୁତ କାଟ ହେବନି । ଯେଉଁ ଗାଁ ଘର ସବୁ bill ଦେଇନଥିବେ, ସେମାନଙ୍କ ହି କାଟ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More