କ୍ୟାପିଟାଲ ହସ୍ପିଟାଲରେ ଡ଼ିସପ୍ଲେ LED ବୋର୍ଡ଼ ଉଦଘାଟିତ

0

ଆଜି କ୍ୟାପିଟାଲ ହସ୍ପିଟାଲରେ ଡ଼ିସପ୍ଲେ LED ବୋର୍ଡ଼ ଉଦଘାଟିତ ହୋଇଛି I ଏହାର ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ I କେଉଁ ଦିନ କେଉଁ ସେବା ଯୋଗାଇଆ ଦିଆଯିବ ତାହାର ସୂଚନା ମିଳିବ I ଉପସ୍ଥିତ ଥିବା ଡାକ୍ତର ଓ ଡାକ୍ତରଙ୍କ ନମ୍ବର ଡ଼ିସପ୍ଲେ କରାଯିବ I ସ୍ଟକ ମେଡ଼ିସିନ ଓ ବ୍ଲଡ଼ ବ୍ୟାଙ୍କରେ ଉପଲବ୍ଧ ବ୍ଲଡର ସୂଚନା ମଧ୍ୟ ଦିଆଯିବ I ଏହାସହ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମଧ୍ୟ ଲାଗିଲା ଡ଼ିସପ୍ଲେ LED I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More