ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଜାନ-୨

0

ପୃଥିବୀର କକ୍ଷପଥ ଛାଡି ସଫଳାତାପୂର୍ବକ ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି ଭାରତର ଚନ୍ଦ୍ରଜାନ -୨ । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଜାନ-୨ ଚାରିଥର ନିଜର କକ୍ଷପଥ ପରିବର୍ତନ କରି ଚନ୍ଦ୍ରର ଅତି ନିକଟକୁ ଯିବ । ଚନ୍ଦ୍ରଜାନ-୨ ଅଭିଯାନର ଏହା ହେଉଛି ପ୍ରଥମ ସଫଳତା । ଏହି ସମୟ ମଧ୍ୟରେ ଚନ୍ଦ୍ରଜାନ ସଫଳତାର ସହ କାର୍ଯ୍ୟ କରିପାରିଲେ ଆଗକୁ ସାଙ୍ଗରେ ବୋହି ନେଇଥିବା ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ର ପୃଷ୍ଠରେ ପାଦ ଥାପିବେ । ସେହିଭଳି ଆର୍ବିଟର ଚନ୍ଦ୍ର ଚାରିପରେ ଘୁରି ସେଠାକାର ଫୋଟୋ ପଠାଇବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More