କର୍କଟ ରୋଗୀଙ୍କ ଆରମ୍ଭ ହେଲା ଜିଲ୍ଲା ସ୍ତରରେ ପାଲେଟିଟିଭ କେୟାର ପ୍ରୋଗ୍ରାମ

0

କର୍କଟ ରୋଗୀଙ୍କ କଷ୍ଟ ଦୂର କରିବା ପାଇଁ ଆରମ୍ଭ ହେଲା ଜିଲ୍ଲା ସ୍ତରରେ ପାଲେଟିଟିଭ କେୟାର ପ୍ରୋଗ୍ରାମ । Video conferencing ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କଲେ ।
32ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରହିବ ବ୍ୟବସ୍ଥା । 10 ଟି ଜିଲ୍ଲାରେ ଆରମ୍ଭ ହୋଇଛି । 10 ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ପ୍ରତେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 6ଟି ବେଡ଼ର ସୁବିଧା ରହିବ । ହୃଦରୋଗ, ଯକୃତ ଭଳି ଦୁରାରୋଗ୍ୟର ଚିକିତ୍ସା ହେବ । ଏହି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More