ବୁଲବୁଲ ପାଇଁ ପାଗ ବଦଳିଲା : ବର୍ଷା ହେବ, ୮୦ରୁ ୯୦ ବେଗରେ ପବନ

0

ଭୁବନେଶ୍ୱର : ପୁରୀ, ଜଗତସିଂହପୁର,କେନ୍ଦ୍ରପଡ଼ା, ଜଗତସିଂହପୁର, ଭଦ୍ରକ,ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱୀ, କେନ୍ଦୁଝର, କଟକରେ ବୁଏଲବୁଲ ପ୍ରଭାବରେ ବର୍ଷା ହେବ । ୮୦ରୁ ୯୦ ବେଗରେ ପବନ ବହିନ । ବୁଲବୁଲ ବାତ୍ୟା ଓଡ଼ିଶାରେ ଲାଣ୍ଡଫଲ କରିବ ନାହିଁ । ହେଲେ ଏହାର ପ୍ରଭାବ ଉପୂଳ ଓଡ଼ିଶାରେ ପଡ଼ିବ । ବତ୍ତାମାନ ବୁଲବୁଲ ୪୨୦ କିଲୋମିଟୀର ଦୂରରେ ରହିଛି । ଏହି ଜିଲ୍ଲାମାନଙ୍କ ଓଡ଼୍ରାଫ , ଏନଡ଼ିଆରଏଫ ଟିମ ମୃତୟନ କରାଯାଇଛି । ୯ ତାରିଖ ୯ଟା ଜିଲ୍ଲାରେ ସ୍କୁଚଲ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More