ବଜେଟ ଅଧିବେଶନର ତୃତୀୟ ଦିନ : ଆଜିବି ଚାଲି ପାରିଲାନି ଗୃହ ;୧୧ଟା ୩୦ ଯାଏଁ ଗୃହ ମୁଲତବି

0

ଭୁବନେଶ୍ୱର : ଆଜି ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ବିଧାନସଭା ଆରମ୍ଭରୁ ଚାଷୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ । ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ପୋଷ୍ଟର ବ୍ୟାନର ଦେଖାଇ ଉଭୟ ଦଳର ବିଧାୟକମାନେ ନାରାବାଜି କରିଥିଲେ। ଫଳରେ ମାତ୍ର ୩ ମିନିଟ୍ ଯାଏଁ ଗୃହ କାର୍ଯ୍ୟ ଚାଲିବା ପରେ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More