ଭୁବନେଶ୍ୱର : ଆଜି ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ବିଧାନସଭା ଆରମ୍ଭରୁ ଚାଷୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ । ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ପୋଷ୍ଟର ବ୍ୟାନର ଦେଖାଇ ଉଭୟ ଦଳର ବିଧାୟକମାନେ ନାରାବାଜି କରିଥିଲେ। ଫଳରେ ମାତ୍ର ୩ ମିନିଟ୍ ଯାଏଁ ଗୃହ କାର୍ଯ୍ୟ ଚାଲିବା ପରେ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ।