ବ୍ରହ୍ମପୁର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁପଟନାୟକ ଙ୍କ ୧୦୭ ତମ ଜନ୍ମ ଦିବସରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିରାଟ ରକ୍ତ ଦାନ ଶିବିର ବିଜେଡି ର ଯୁବ ଟାଣୁଆ ନେତା A.ସନ୍ତୋଷ କୁମାର ପାତ୍ର ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଈଯାଈଛି ମୁଖ୍ୟ ଅତିଥି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ,ବ୍ରହ୍ମପୁର ମେୟର ଶଙ୍ଘମିତ୍ରା ଦଳେଈ, ଡେପୁଟି ମେୟର ବିବେକ ରେଡି, ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶ ଦାତା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଦାୟୀତ୍ୱ ରେଥିବା ଡା.ଗୋପବନ୍ଧୁ ଦାସ,ସୁବାଷ ମହାରଣା,ବରିଷ୍ଠ ବିଜେଡି ନେତା କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ,ବହୁ ବିଜୁପ୍ରେମୀ ମାନେ ଯୋଗଦେଇ ରକ୍ତ ଦାନ ମହାପୂନ୍ୟ ଭାବି ୫୦୦ ଶହରୁ ଉର୍ଦ୍ଧ ଯୁବକ ମାନେ ସ୍ୱଈଛା ରେ ରକ୍ତ ଦାନ କରିଥିଲେ ଏହାକୁ ଡା.ଚିନ୍ମୟ ରଞ୍ଜନ ସ୍ୱାଇଁ ଏବଂ ମେଡିକାଲ ଷ୍ଟାଫ ମାନଙ୍କ ସୁନ୍ଦର ପରିଚାଳନା ଦ୍ୱାରା କାର୍ଯ୍ୟକ୍ରମ ଶେଷ ହୋଇଥିଲା, ଦିନ ୪.୩୦ ମିନଟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କ ନେତ୍ରୁତ୍ୱ ରେ ପ୍ରବାଦପୁରୁଷ ବିଜୁପଟନାୟକ ଜୟନ୍ତୀ କୁ ମନେପକାଇବା ପାଇଁ ସାଈକେଲ ରାଲିର ରେ ପରିକ୍ରମାର କାର୍ଯ୍ୟକ୍ରମ କରିଥିଲେ ନବୀନ ପଟ୍ଟନାୟକଙ୍କ ୨୩ ବର୍ଷ ର ଶାସନ କାଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକ ବର୍ଣନ କରିବା ସହ ଡା.ଚ୍ୟାଉପଟନାୟକ ବିଜୁପ୍ରେମୀ ମାନଙ୍କୁ ଶପଥ ପାଠ କରାଈଥିଲେ।