୧୩ ବସିବ ବିଜେପି ବିଧାୟକ ଦଳ ବୈଠକ

0

ଭୁବନେଶ୍ୱର : ଆସନ୍ତା ୧୩ ତାରିଖ ଦିନ ବିଜେପି ବିଧାୟକ ଦଳ ବୈଠକ ବସିବ I ବୈଠକରେ ଦଳ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ତାହା ଉପ ରଣନୀତି ପ୍ରସ୍ତୁତ ହେବ I ବିଶେଷକରି ନାରୀ ସୁରକ୍ଷା , ସ୍ମିତାରାଣୀ ହତ୍ୟା ମାମଲା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଓ ଫନି,ବୁଲବୁଲ କ୍ଷତି ର ଆର୍ଥୀକ ସହାୟତ ଦେବାରେ ବିଳମ୍ବ ପରି ପ୍ରସଙ୍ଗ ଉଠାଇ ବିଜେପି ଶାସକ ଦଳକୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ କରିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More