ବିଜେଡି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ : କାହାକୁ କେଉଁ ଜିଲ୍ଲାର ଦାୟିତ୍ୱ ପଢନ୍ତୁ …….

0

ଭୁବନେଶ୍ବର : ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂଗଠନକୁ ମଜବୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେଣୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ୧୮ ମହିଳା ନେତ୍ରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ୩୦ ଜିଲ୍ଲାର ଦାୟିତ୍ବ । ଏହି ନେତ୍ରୀମାନେ ଦଳର ଛାମୁଆ ମହିଳା ସଙ୍ଗଠନ ତତ୍ବାବଧାନ କରିବେ ।

ତେବେ କାହାକୁ କେଉଁ ଜିଲ୍ଲାର ଦାୟିତ୍ୱ ମିଳିଛି ଆସନ୍ତୁ ଜାଣିବା:

ଲୋପାମୁଦ୍ରା ବକ୍ସିପାତ୍ର- କେଉଁଝର
ଗୀତା ବସ୍ତିଆ-ଗଜପତି, ଗଞ୍ଜାମ
କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର
ଉର୍ମିଲତା ଦାସ- ଭଦ୍ରକ, ମୟୁରଭଞ୍ଜ
ପ୍ରଭାସିନି ଷଡ଼ଙ୍ଗୀ-କଟକ
ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା, ସୁନ୍ଦରଗଡ଼
ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା, ନବରଙ୍ଗପୁର
ନିବେଦିତା ମହାନ୍ତି-କୋରାପୁଟ, ମାଲକାନଗିରି
କୁଞ୍ଜଲତା-ନୟାଗଡ଼
ପୁଷ୍ପାଞ୍ଜଲି ରାଣା-ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ
ମୀନତି ଦେବତା-ସମ୍ବଲପୁର , ବରଗଡ଼
ଭାରତୀ ସିଂହ-ବାଲେଶ୍ୱର
ସରୋଜିନୀ ରାଜ-ବଲାଙ୍ଗୀର, ସୋନପୁର
ସଙ୍ଘମିତ୍ରା ଦଳେଇ- କନ୍ଧମାଳ, ବୌଦ୍ଧ
ରେଜୱାନା ବେଗମ-ଯାଜପୁର
ମୀତା ରାଉତ-କେନ୍ଦ୍ରାପଡ଼ା
ସ୍ନେହାଞ୍ଜଲି ମହାନ୍ତି-ଜଗତସିଂହପୁର
ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More