ଘୋଷଣା ହେଲା ବିଜେଡି ଜିଲ୍ଲାସଭାପତିଙ୍କ ନାଁ : ୩୦ ଜିଲ୍ଲାରେ କିଏ ହେବେ ସଭାପତି

0

ଭୁବନେଶ୍ୱର : ଘୋସଣା ହୋଇଛି ବିଜେଡି ଜିଲ୍ଲା ସଭାପତିଙ୍କ ନାଁ I ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା ସ୍ଥରରେ ମଙ୍ଗୁଆଳ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ନବୀନ ସଂଗଠନର ଗୁରୁଦାୟିତ୍ୱ ଦେଇଛନ୍ତି I କେନ୍ଦ୍ରାପଡା ପାଇଁ ଉତ୍କଳ ପରିଡା , ବାଲେଶ୍ୱର ପାଇଁ ରବୀନ୍ଦ୍ର ଜେନା , ପୁରୀ ପାଇଁ ମହେଶ୍ୱର ମହାନ୍ତି , ଯାଜପୁର ପାଇଁ ସରୋଜ ମହାପାତ୍ର , ଭଦ୍ରକ ପାଇଁ ଜଗନ୍ନାଥ ସ୍ୱାଇଁ , ମାଲକାନାଗିରି ପାଇଁ ପୁର୍ଣ୍ଣଚନ୍ଦ୍ର ବାକା , ନୂଆପଡା ପାଇଁ ମନୋଜ ମିଶ୍ର , ନୟାଗଡ ପାଇଁ ରମେଶ ବେହେରା , ବୌଦ ପାଇଁ ମଇଧର ରଣା, ଖୋର୍ଦ୍ଧା ପାଇଁ ବିଭୁତି ବଳବନ୍ତରାୟ , କୋରାପୁଟ ପାଇଁ ଈଶ୍ୱର ପାଣଗ୍ରାହୀ , ଅନୁଗୁଳୁ ପାଇଁ ମହେନ୍ଦ୍ର ବସ୍ତିଆ , ଢେଙ୍କାନାଳ ପାଇଁ ପ୍ରଫୁଲ୍ଲ ମଲ୍ଲିକ , କଟକ ପାଇଁ ଦେବାଶିଷ ସାମନ୍ତରାୟ , ଭୁବନେଶ୍ୱର ପାଇଁ ଅନନ୍ତନାରାୟଣ ଜେନା , ରାୟଗଡା ପାଇଁ ସୁଧୀର ଦାସ , ରାଉରକେଲା ପାଇଁ ସାରଦାପ୍ରସାଦ ନାୟକ , କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂହଦେଓ , ସୁନ୍ଦରଗଡ ପାଇଁ ବିନୟ ଟପ୍ପୋ , ମୟୁରଭଞ୍ଜ ପାଇଁ କାଶୀନାଥ ହେମ୍ବ୍ରମ , ମୟୁରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି , ଜଗତସିଂହପୁର ପାଇଁ ପ୍ରଶ୍ନଟି ମୁଦୁଲି , ଝାରସୁଗୁଡା ପାଇଁ କିଶୋରେ ମହାନ୍ତି , କନ୍ଧମାଳ ପାଇଁ ସରୋଜ କୁମାର କର୍ଣ୍ଣ, ବରଗଡ଼ ପାଇଁ ବିଜୟ ରଞ୍ଜନ ସିଂ ବରିହା , ବଲାଙ୍ଗୀର ଟୁକୁନି ସାହୁ ,ଦେଓଗଡ଼ ପାଇଁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ , ଗଜପତି ପାଇଁ ପ୍ରଦୀପ ନାୟକ , ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚାଓ ପଟ୍ଟନାୟକ , କେଉଁଝର ପାଇଁ ମାଧବ ସର୍ଦାର , ସମ୍ବଲପୁର ପାଇଁ ସିଦ୍ଧାର୍ଥ ଦାସ , ସୁବର୍ଣ୍ଣପୁର ପାଇଁ ସରୋଜ କାମ୍ପା I ଏହି ମାଙ୍କର ନାଁ ଏକରକମର ଚୂଡାନ୍ତ ହୋଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More