ଡ଼ିସେମ୍ବର ୫ ରେ ସରିବ ବିଜେଡି ର ସଭ୍ୟ ସଂଗ୍ରହ ଅଭିଯାନ : ଆରମ୍ଭ ହେବ ସାଙ୍ଗଠନିକ ନିର୍ବାଚନ

0

ଭୁବନେଶ୍ୱର : ଡିସେମ୍ବର ୫ ତାରିଖରେ ସରିବ ବିଜେଡି ର ସଭ୍ୟ ସଂଗ୍ରହ ଅଭିଯାନ I ଏହାପରେ ଆରଂଭ ହେବ ସାଙ୍ଗଠନିକ ନିର୍ବାଚନ . ୪ ଟି ପର୍ଯାୟରେ ହେବ ନିର୍ବାଚନ ପ୍ରକ୍ରିୟା I ସୂଚନା ଦେଲେ ବିଜେଡି ରିଟର୍ଣ୍ଣିଙ୍ଗ ଅଫିସର ପ୍ରତାପ ଦେବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More