ଗୀତାମେହେଟ୍ଟା ଦାୟିତ୍ୱନେଲେ ଆମେ ବେଶୀଖୁସି ହେବୁ : ଦେବାଶିଷ ସାମନ୍ତରାୟ

0

ନବୀନଙ୍କ ବଡ଼ ଉଉଣୀ ଗୀତା ମେହେଟ୍ଟା ବିଜେଡ଼ିର ଦାୟିତ୍ୱ ନେଲେ ଆମେ ଅଧିକ ଖୁସି ହେବୁ ବୋଲି ଆଜି କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରୟ କହିଛନ୍ତି । ଯାହାକୁ ନେଇ ସରଗରମ ହୋଇଛି ଓଡ଼ିଶା ରାଜନୀତି । ଅନ୍ୟପଟେ ବିଜେଡ଼ି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଯେ ଗୀତା ମେହେଟ୍ଟା ଓଡ଼ିଶା ଆସିବା ଅସ୍ୱଭାବିକ ନୁହେଁ । କିଛିଦିନ ହେବ ଗୀତା ମେହେଟ୍ଟାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଲାଗିରହିଛି । କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ନବୀନ ବିଦେଶ ଗସ୍ତରେ ଯିବେ ଓ ଗୀତା ମେହେଟ୍ଟା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ । ତେବେ ଏହାକୁ ନେଇ ସେତେବେଳେ ବିଜେଡ଼ି ନେତାଏ ଖଣ୍ଡନ କରୁଥିବା ବେଳେ ଏବେ ବିଧାୟକ ଦେବାଶିଷ ସାମନ୍ତରାୟ ଗୀତୀ ହେମେଟ୍ଟାକୁ ନେଇ ଏକ ନିଦ୍ଦିଷ୍ଟ ଗଣମାଧ୍ୟମରେ ଯେଉଁ ପ୍ରତିକ୍ରୀୟା ଦେଇଛନ୍ତି ତାହା ଏବେ ପୁଣି ରାଜନୈତିକୁ ଖୋରକ ଯୋଗାଇଛି ଗଣମାଧ୍ୟମ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More