୧୯ ରେ ଘୋଷଣା ହେବ ବିଜେଡି ଜିଲ୍ଲା ସଭାପତିଙ୍କ ନାଁ

0

ଭୁବନେଶ୍ୱର : ଚାଲିଛି ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା I ଫ୍ରେବୃଆରି ୧୪ ଭିତରେ ୱାର୍ଡ ,ବ୍ଲକ , ନଗର , ପଞ୍ଚାୟତ ଓ ଜିଲ୍ଲାସଭାପତି ନିର୍ବାଚନ ପ୍ରକ୍ରିୟା ବିଜେଡିରେ ଶେଷ ହୋଇଛି I ଆସନ୍ତା ୧୯ ତାରିଖ ଦିନ କେଉଁ ଜିଲ୍ଲାରେ କାହାକୁ ସଭାପତି କରାଯାଇଛି ସେ ନାଁ ଘୋଷଣା ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More