ବିରାଟ -ଅନୁଷ୍କାଙ୍କ ମସ୍ତି …

0

ବହୁଦିନ ପରେ ବିରାଟ ଓ ଅନୁଷ୍କାଙ୍କୁ ମସ୍ତି ମୁଡ଼ରେ ଦେଖିଲେ ତାଙ୍କ ପ୍ରଶଂସକ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ପରେ କ୍ରୁଜରେ କ୍ୟାରିବିୟାନ୍ ମହାଦ୍ୱୀପ ଭ୍ରମଣ କରିଛନ୍ତି ଭାରତୀୟ ଟିମ ।ଦଦ୍ଭଦଦ୍ଭକ୍ୟାପଟେନ୍ ବିରାଟ୍ କୋହଲି, ପତ୍ନୀ ଅନୁଷ୍କା ଶର୍ମା, ମୟଙ୍କ ଅଗ୍ରୱାଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ କ୍ରୁଜରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି।
ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ସୋଶାଲ ମିଡିଆରେ ଏକ ଫଟୋ ସେୟାର କରି କ୍ୟାପସନ୍ ଦେଇଛନ୍ତି , ସମୁଦ୍ରର ଚମତ୍କାର ଦୃଶ୍ୟ ଚାଇନାମ୍ୟାନ୍ କୁଲଦୀପ ଯାଦବ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହ ଜେଟ୍-ସ୍କିରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More