ମିଳିଲା ବିକ୍ରମ ଲ୍ୟାଣ୍ଡର ର ସନ୍ଧାନ : ଟୁଇଟ କରି ନାସା ଜାରିକଲା ଫଟୋ

0

ଭୁବନେଶ୍ୱର : ମିଳିଲା ବିକ୍ରମ ଲ୍ୟାଣ୍ଡର ର ସନ୍ଧାନ I ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଟୁଇଟ କରି ସୂଚନା ଦେଇଛି I ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଚନ୍ଦ୍ର ପୃଷ୍ଟରେ କ୍ରାସ୍ ସାଇଟର ୭୫୦ ମିଟର ଦୂରରେ ପଡିଛି ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡାରର ଭଗ୍ନାବଶେଷ । ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ କରିଛି ନାସା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More