ବହୁ ପ୍ରଶିକ୍ଷିତ ବିକ୍ରମର ଠାବ ମିଳିଛି

0

ବିକ୍ରମ ସହିତ ଯାଇଥିବା ଓ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଅର୍ବିଟର କ୍ୟାମେରା ବିକ୍ରମକୁ ଠାବ କରିଛି । ଅର୍ବିଟର କାର୍ଯ୍ୟକ୍ଷମ ତଥ୍ୟରୁ ଜଣାପଡିଛି ଯେ, ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ ପରିବର୍ତ୍ତେ ହାର୍ଡ ଲ୍ୟାଣ୍ଡିଂ କରିଛି । ଏହା ଫଳରେ ବିକ୍ରମପେ କ୍ଷତି ହୋଇଥିବା ସନ୍ଦେହ କରାଯାଉଛି । ଏହା ଫଳରେ ଇସ୍ରୋ ସହିତ ତା’ର ସଂପର୍କ ଛିନ୍ନ ହୋଇଥିଲା । ଡକ୍ଟର ଶିବନଙ୍କର ନେତୃତ୍ୱରେ ଇସ୍ରୋର ବୈଜ୍ଞାନିକମାନେ ବିକ୍ରମ ସହିତ ପୂର୍ଣ୍ଣ ସଂପର୍କ ସ୍ଥାପନା କରିବାର ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More