ବିଜେପୁର ପାଇଁ କେଉଁ ଦଳରେ କିଏ ହେଲେ ଚୂଡାନ୍ତ ପ୍ରାଥୀ…? ପଢନ୍ତୁ ଏହି ରିପୋର୍ଟ ….

0

ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନ I ବିଜେପୁର ଉପ ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି , ବିଜେପି ଓ କଂଗ୍ରେସ ଆଶାୟୀ ତାଲିକା ମଧ୍ୟରୁ ଚୂଡାନ୍ତ ତାଲିକା ସ୍ଥିର କରିଛନ୍ତି I ତେବେ ଆସନ୍ତୁ ନଜର ପକାଇବା କେଉଁ ଦଳରେ କେଉଁ ପ୍ରାଥୀଙ୍କ ନାଁ ଚୂଡାନ୍ତ ହୋଇଛି I
୧.ବିଜେଡି : ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ତିନି ଜଣଙ୍କ ନାଁ ଚୂଡାନ୍ତ କରଛି I ସେମାନେ ହେଲେ -: ୧- ପୂର୍ବତନ ବିଧାୟିକା ରିତା ସାହୁ ୨- ପୂର୍ବତନ ସାଂସଦ ପ୍ରବାସ ସିଂ ୩- ଚାଷୀ ନେତା କିଶୋରେ ଦେବତା I
୨.ବିଜେପି : ବିଜେପି ମଧ୍ୟ ତିନି ଜଣ ପ୍ରାଥୀଙ୍କ ନାଁ ହାଇକମାଣ୍ଡଙ୍କ ପାଖକୁ ପଠାଇଛି I ସେମାନେ ହେଲେ -: ୧- ପ୍ରଦୀପ ପୁରୋହିତ , ପୂର୍ବତନ ବିଧାୟକ , ୨- ସନତ ଗଡଟିଆ , ଆଶାୟୀ ବିଧାୟକ ପ୍ରାଥୀ ,୩- ଅଶ୍ୱନୀ ଷଡ଼ଙ୍ଗୀ ଜିଲ୍ଲା ବିଜେପି ସଭାପତି ବରଗଡ଼ ଜିଲ୍ଲା I
୩.କଂଗ୍ରେସ : କଂଗ୍ରେସ ଆଜି ବିଜେପୁର ଲାଗି ୫ଜଣ ପ୍ରାଥୀଙ୍କ ନାଁ ଚୂଡାନ୍ତ କରିଛି I ୧- ରିପୁନାଥ ସେଠ, ୨-ରିପୁନାଥ ସେଠଙ୍କ ପୁଅ i

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More